Author: TRUPTIMAYEE SAHOO

୨୦୨୪ ପାଇଁ ସର୍ବଶେଷ ନମୁନା ପଞ୍ଜୀକରଣ ପ୍ରଣାଳୀ (SRS) ରିପୋର୍ଟ ଅନୁଯାୟୀ, ଭାରତର ମୋଟ ପ୍ରଜନନ ହାର (TFR) ଜଣେ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ହାରାହାରି ସନ୍ତାନ ସଂଖ୍ୟା ଭାବରେ ପରିଭାଷିତ ଭାବେ ୨.୧% ରୁ ୧.୯% କୁ ହ୍ରାସ ପାଇଛି । ଛଅଟି ରାଜ୍ୟ – ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ TFR ପ୍ରତିସ୍ଥାପନ ସ୍ତର ତଳେ ପଡ଼ିଛି । ଦିଲ୍ଲୀ ସର୍ବନିମ୍ନ ପ୍ରଜନନ ହାର ରେକର୍ଡ କରିଛି ଦିଲ୍ଲୀ ସର୍ବନିମ୍ନ ହାର (୧.୨) ରେକର୍ଡ କରିଛି ; ତା’ପରେ କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ରହିଛି । ଯାହାର TFR ୧.୩ ରହିଛି । TFR ଯେତେବେଳେ ୨.୧ ରହିଥାଏ ତାକୁ “ପ୍ରତିସ୍ଥାପନ ସ୍ତର” କୁହାଯାଏ । କାରଣ, ହାରାହାରି, ଜଣେ ମହିଳା ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୨.୧ ସନ୍ତାନ ଜନ୍ମ ଦେଇ ନିଜକୁ…

Read More