Author: TRUPTIMAYEE SAHOO

ସମୟ ଥିଲା ମେ ମାସର ଏବଂ ପଞ୍ଜାବର କପୁରଥଲା ଗଡ଼ଜାତ ରାଜ୍ୟରୁ ଆସିଥିବା ଜଣେ ରାଜକୁମାରୀ ପ୍ରବଳ ଗରମ ମଧ୍ୟରେ ବହୁତ ଚିନ୍ତିତ ଥିଲେ । ଅବସର ଥିଲା ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (AIIMS)ର ପ୍ରତିଷ୍ଠା । ମେ ୨୭, ୧୯୫୭ରେ, ନୂଆଦିଲ୍ଲୀରେ ଅନୁଷ୍ଠିତ AIIMS ପରିଚାଳନା ପରିଷଦର ଉଦଘାଟନୀ ବୈଠକରେ, ରାଜକୁମାରୀ ଅମୃତ କୌର ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଆରମ୍ଭ କରିଥିଲେ । ଯାହା ଆଜି ଦେଶ ଏବଂ ବିଶ୍ୱ ଉଭୟରେ ଏକ ପ୍ରସିଦ୍ଧ ପ୍ରତିଷ୍ଠାନ ଭାବରେ ସ୍ୱୀକୃତି ପାଇଛି । ଏହି ପ୍ରତିଷ୍ଠାନ ସାରା ଦେଶରେ ସାଧାରଣ ନାଗରିକ ଏବଂ ଅବହେଳିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଜୀବନରେଖା ପାଲଟିଛି । ଏକ ସାର୍ବଜନୀନ ବିଶ୍ୱାସ ଅଛି ଯେ , ଯଦି କେହି AIIMS ରେ ପହଞ୍ଚନ୍ତି, ତେବେ ସେମାନଙ୍କ ରୋଗର ଚିକିତ୍ସା ସୁନିଶ୍ଚିତ । ତେବେ କ’ଣ ରହିଛି ରାଜକୁମାରୀ ଅମୃତ କୌର ଙ୍କ…

Read More