Author: TRUPTIMAYEE SAHOO

ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଭିତରେ ଏବେ ଏକ ବଡ଼ ଧରଣର ଭୂକମ୍ପ ଦେଖିବାକୁ ମିଳିଛି। ଏହି ଭୂକମ୍ପ କୌଣସି ବାହ୍ୟ ଶତ୍ରୁ କିମ୍ବା ବିରୋଧୀ ଦଳ ପାଇଁ ନୁହେଁ, ବରଂ ଦଳର ସର୍ବୋଚ୍ଚ ନେତୃତ୍ୱ ଏବଂ ଗାନ୍ଧୀ ପରିବାର ଭିତରୁ ହିଁ ସୃଷ୍ଟି ହୋଇଛି । ପାଞ୍ଚଟି ରାଜ୍ୟର ନିର୍ବାଚନ ଶେଷ ହେବା ପରେ, ଏବେ କଂଗ୍ରେସ ଶିବିରରେ ଏକ ନୂଆ ସମୀକରଣ ମୁଣ୍ଡ ଟେକିଛି । ଏହା ହେଉଛି—ରାହୁଲ ଗାନ୍ଧୀ ବନାମ ପ୍ରିୟଙ୍କା ଗାନ୍ଧୀ ଭଦ୍ରା! ଯେଉଁ ଦଳରେ ଦିନେ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଶେଷ ନିଷ୍ପତ୍ତି ବୋଲି ଧରି ନିଆଯାଉଥିଲା, ସେଠାରେ ଏବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଭାବ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏବେ ବିଭିନ୍ନ ରାଜ୍ୟର କଂଗ୍ରେସ ନେତାମାନେ ରାହୁଲଙ୍କ ପାଖରୁ ନ୍ୟାୟ ନପାଇ ଶେଷରେ ପ୍ରିୟଙ୍କାଙ୍କ ଶରଣ ପଶୁଛନ୍ତି । ଆଉ ସବୁଠାରୁ…

Read More