Author: TRUPTIMAYEE SAHOO

ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଅର୍ଥାତ୍ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଆଉ ଏହି ଗୋଟିଏ ରାୟରେ ସାରାଦେଶର ବିରୋଧୀ ମେଣ୍ଟ ଚାରିଆଡ଼ୁ ଚିତ୍-ପଟାଙ୍ଗ ବା ଧୂଳିସାତ ହୋଇଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ଶୁଦ୍ଧିକରଣ ଅଭିଯାନ— ଯାହାକୁ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ଏସଆଇଆର (Special Intensive Revision) କୁହାଯାଏ, ତା’ ଉପରେ ସୁପ୍ରିମକୋର୍ଟ ଆଜି ସମ୍ପୂର୍ଣ୍ଣ ବୈଧତାର ମୋହର ମାରିଛନ୍ତି। ସୁପ୍ରିମକୋର୍ଟଙ୍କ ଚିଫ୍ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ ସ୍ପଷ୍ଟ ଭାବେ କହିଛନ୍ତି ଯେ— ନିର୍ବାଚନ କମିଶନଙ୍କ ଏହି ଏସଆଇଆର ପ୍ରକ୍ରିୟା ସମ୍ପୂର୍ଣ୍ଣ ସାମ୍ବିଧାନିକ ଓ ଆଇନଗତ, ଯାହା ଭାରତୀୟ ଗଣତନ୍ତ୍ରକୁ ଆହୁରି ମଜବୁତ କରେ ଏବଂ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିଥାଏ। ଆଜି ଆମେ ‘ପୂର୍ବପକ୍ଷ’ର ଏହି ସ୍ୱତନ୍ତ୍ର ଏପିସୋଡ୍‌ରେ ବୁଝିବା ଯେ, ବିରୋଧୀ ଦଳଗୁଡ଼ିକ ଯେଉଁ ଏସଆଇଆର…

Read More