Author: TRUPTIMAYEE SAHOO

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ଜଡ଼ିତ ଦଲିଲଗୁଡ଼ିକର ପ୍ରସଙ୍ଗ ବଢ଼ିବାରେ ଲାଗିଛି । ୨୦୦୮ ମସିହାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାର (PMML)ରୁ ନିଆଯାଇଥିବା ଦଲିଲଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଶ୍ନ ଉଠାଇଛନ୍ତି । ଦେଶର ଡକ୍ୟୁମେଣ୍ଟାରୀ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏହି ଦଲିଲଗୁଡ଼ିକୁ ଫେରାଇବାକୁ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ୧୯୭୧ ରୁ ୧୯୯୨ ମଧ୍ୟରେ ନେହେରୁଙ୍କ ସହ ଜଡ଼ିତ ପ୍ରାୟ ୪,୦୦,୦୦୦ ଦଲିଲ ନଅଟି ପୃଥକ ସମୟରେ PMMLକୁ ହସ୍ତାନ୍ତର କରାଯାଇଥିଲା । ଏଗୁଡ଼ିକୁ ସରକାରଙ୍କ ସୁରକ୍ଷା ପାଇଁ ରଖାଯାଇଥିଲା କାହାକୁ ଉପହାର ଦେବା ପାଇଁ ନୁହେଁ। ସୋନିଆ ନେହେରୁଙ୍କ ସହ ଜଡ଼ିତ ଦଲିଲଗୁଡ଼ିକୁ ଫେରାଇ ନେଇଥିଲେ କେନ୍ଦ୍ର ମନ୍ତ୍ରୀ ସୋନିଆ ଗାନ୍ଧୀଙ୍କୁ ଦଲିଲଗୁଡ଼ିକର ଅପବ୍ୟବହାର କରିବାର ଅଭିଯୋଗ କରି କହିଥିଲେ “୨୦୦୮…

Read More