Author: TRUPTIMAYEE SAHOO

ଓଡ଼ିଶାର ଶିକ୍ଷା ମାନଚିତ୍ରରେ ‘ମଡେଲ୍ ଆଦିବାସୀ ଶିକ୍ଷା’ର ପ୍ରତୀକ ଭାବରେ ପରିଚିତ କିସ୍ (KISS) ପରିସର ଆଜି ଗୋଟିଏ ଭୟାବହ ପ୍ରଶ୍ନଚିହ୍ନରେ ଘେରରେ। ନବମ ଶ୍ରେଣୀର ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା କେବଳ ଗୋଟିଏ ଅପରାଧ ନୁହେଁ, ଏହା ରାଜ୍ୟର ଶିକ୍ଷା, ପ୍ରଶାସନ, ରାଜନୀତି ଓ ନୈତିକତା—ସବୁଠାରେ ଗଭୀର ଫାଟ ଦେଖାଇ ଦେଇଛି। ଏହି ଘଟଣା ପରେ ଯେପରି ଜଣଙ୍କ ପରେ ଜଣେ ନେତାଙ୍କ ବିବୃତ୍ତି ଆସୁଛି, ସେଥିରେ ଶୋକ ଓ ଉଦବେଗ ଅଧିକ, କିନ୍ତୁ ଦାୟିତ୍ୱ ଓ ଉତ୍ତରଦାୟୀ ନାହିଁ। ସବୁଠାରୁ ବଡ଼ ପ୍ରଶ୍ନ—ଏହି ବିବୃତ୍ତିଗୁଡ଼ିକ ସତରେ ନ୍ୟାୟ ପାଇଁ, ନା କେବଳ ଲୋକ ଦେଖାଣିଆ ରାଜନୀତି? ଜୁଏଲ ଓରାମଙ୍କ ବକ୍ତବ୍ୟ : ଦାୟିତ୍ୱ ଏଡ଼ାଇବାର ଭାଷା? କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏହି ହତ୍ୟାକାଣ୍ଡକୁ “ନିନ୍ଦନୀୟ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ତଦନ୍ତ ଠିକ୍ ହେବ, ଦୋଷୀ ଦଣ୍ଡିତ ହେବେ ଓ ରାଜ୍ୟ…

Read More