Author: TRUPTIMAYEE SAHOO

ପଶ୍ଚିମ ଏସିଆର ସଙ୍କଟ ଏବଂ ଏଲ୍ ନିନୋର ପ୍ରଭାବରୁ ସୃଷ୍ଟି ହୋଇଥିବା କୃଷି ପ୍ରତି ସମ୍ଭାବ୍ୟ ବିପର୍ଯ୍ୟୟ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ବିପଦକୁ ଦୃଷ୍ଟିରେ ରଖି କୃଷି ମନ୍ତ୍ରଣାଳୟ ଚାଷୀମାନଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର କହିଛନ୍ତି ଯେ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ପୂର୍ବାନୁମାନ ପ୍ରକାଶ କରି ନଥିଲେ ମଧ୍ୟ, ଏଲ୍ ନିନୋ ଯେପରି ଫସଲ ଉପରେ ପ୍ରତିକୂଳ ପ୍ରଭାବ ପକାଇ ନପାରେ ତାହା ନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏଲ୍ ନିନୋକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ : ଶିବରାଜ ଏଠାରେ ଏକ ଦୁଇ ଦିନିଆ ଜାତୀୟ ଖରିଫ ସମ୍ମିଳନୀ ଅବସରରେ ବକ୍ତବ୍ୟ ରଖି ଚୌହାନ ମନ୍ତବ୍ୟ ଦେଇଥିଲେ, “ଏଲ୍ ନିନୋ ବିଷୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ…

Read More