Author: TRUPTIMAYEE SAHOO

ଭାରତର ଗଣତନ୍ତ୍ରକୁ ନେଇ ଆଜି ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବିପାରୁଛନ୍ତି କି—ଯେଉଁ ଲୋକମାନେ ଏ ଦୁନିଆରେ ନାହାନ୍ତି, ସେମାନଙ୍କ ନାମରେ ବି ଭୋଟ୍ ପଡ଼ୁଥିଲା? କିମ୍ବା ଗୋଟିଏ ବ୍ୟକ୍ତିଙ୍କ ନାମ ଦୁଇଟି, ତିନିଟି ଜାଗାରେ ପଞ୍ଜୀକୃତ ହୋଇ ରହିଥିଲା? ହଁ ଆଜ୍ଞା, ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଦେଶର ଭୋଟର ତାଲିକାରେ କରିଛନ୍ତି ଏକ ବଡ଼ ଧରଣର ‘ମହାସଫେଇ’ କାର୍ଯ୍ୟକ୍ରମ। ଏହି ଅଭିଯାନର ନାମ ହେଉଛି Special Intensive Revision ବା SIR। ଏହି SIR ଅଭିଯାନର ତିନିଟି ପର୍ଯ୍ୟାୟ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଚକିତ କଲା ଭଳି। ଦେଶର ଡ୍ରାଫ୍ଟ ଭୋଟର ତାଲିକାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ରୁ ୧୧ କୋଟି ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏଥିମଧ୍ୟରୁ ପ୍ରାୟ…

Read More