Author: TRUPTIMAYEE SAHOO

ଆଜି ଆମେ ଓଡ଼ିଶାର ଏପରି ଏକ ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଉଛୁ, ଯାହା ଗତ କିଛି ସପ୍ତାହ ଧରି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ପ୍ରସଙ୍ଗଟି ହେଉଛି— ଆମ ମାଟି ତଳର ଖଣିଜ ସମ୍ପଦ ଏବଂ ତା’ ଉପରେ ଆମର ଅଧିକାର। ସମ୍ପ୍ରତି ସଂସଦରେ ପାରିତ ହୋଇଥିବା MMDR ସଂଶୋଧନ ଆଇନ, ତାର ନୂଆ ଧାରା ୯-ଡି (Section 9D), ଏବଂ ତାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ: “କେନ୍ଦ୍ର ସରକାର କ’ଣ ଓଡ଼ିଶାର ଖଣିଜ ରାଜସ୍ୱ ଛଡ଼ାଇ ନେଲେ? ଓଡ଼ିଶାର ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ହେଲା କି?” ଏହି ପ୍ରଶ୍ନଟି ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ନିକଟରେ ପ୍ରକାଶିତ ସ୍ତମ୍ଭ ‘ପରିବର୍ତ୍ତନର ପ୍ରତିଫଳନ’ ଏହି ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ଏକ ବଡ଼ ବିତର୍କ ଆରମ୍ଭ କରିଛି। କିନ୍ତୁ ଗଣମାଧ୍ୟମର ଦାୟିତ୍ୱ ହେଉଛି କେବଳ ରାଜନୈତିକ ସ୍ଲୋଗାନ…

Read More