Author: TRUPTIMAYEE SAHOO

ଆଜି ଏକ ଅଜବ ତଥା ଚକିତ କଲାଭଳି ପ୍ରଶ୍ନରୁ କରିବା। ପ୍ରଶ୍ନଟି ହେଉଛି— ରାଜ୍ୟର ବର୍ତ୍ତମାନର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକୃତରେ କେଉଁ ଦଳର ନେତା? ସେ ଭାରତୀୟ ଜନତା ପାର୍ଟି ବା ବିଜେପିର, ନା ବିରୋଧୀ ବିଜୁ ଜନତା ଦଳ ବା ବିଜେଡିର ଗୋପନୀୟ ସହଯୋଗୀ? ଏ ପ୍ରଶ୍ନ ଆମେ ମନଗଢ଼ା ଭାବେ ପଚାରୁନାହୁଁ। ଗତ କିଛି ଦିନ ହେବ ଢେଙ୍କାନାଳ ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ଯେଉଁ ସବୁ ବିବୃତି ସାମ୍ନାକୁ ଆସୁଛି, ଯେଉଁ ଧରଣର ବିବାଦ ସେ ଛିଡ଼ା କରୁଛନ୍ତି, ତାହା ଶାସକ ବିଜେପି ଦଳ ଅପେକ୍ଷା ବିରୋଧୀ ବିଜେଡି ହାତକୁ ବାରମ୍ବାର ରାଜନୈତିକ ଅସ୍ତ୍ର ଟେକି ଦେଉଛି। ମନ୍ତ୍ରାଳୟର ସମସ୍ୟା ସମାଧାନ କରିବା ବଦଳରେ ସେ ଏପରି ମନ୍ତବ୍ୟ ଦେଉଛନ୍ତି, ଯାହା ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ତଥା କେନ୍ଦ୍ରର ମୋଦୀ ସରକାରଙ୍କ ପାଇଁ ବଡ଼…

Read More