Author: TRUPTIMAYEE SAHOO

ଗହଣା କିଣିବା ପୂର୍ବରୁ ସୁନାର ଦର ବିଷୟରେ ସଠିକ୍ ସୂଚନା ଜାଣିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ନିକଟ ଭବିଷ୍ୟତରେ ଗହଣା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଦେଶର ପ୍ରମୁଖ ସହରଗୁଡ଼ିକର ସୁନା ଦର ଜାଣିନିଅନ୍ତୁ ।   ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୯୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ଦର ୧,୪୮,୪୫୦ ଟଙ୍କାକୁ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ, ଆନ୍ତର୍ଜାତୀୟ ବଜାରର ଉତ୍ତାର-ଚଢ଼ାଉ, ଡଲାର ମୂଲ୍ୟ ଏବଂ ଘରୋଇ ଚାହିଦା ବଢ଼ିବା କାରଣରୁ ସୁନା ଦରରେ ଏହି ପରିବର୍ତ୍ତନ ଦେଖାଯାଉଛି । ଓଡ଼ିଶାର ରାଜଧାନୀରେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୯୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ୧,୪୮,୪୫୦ ଟଙ୍କାରେ ବିକ୍ରି ହେଉଛି ।…

Read More