Author: TRUPTIMAYEE SAHOO

ଭାରତ ଓ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (Free Trade Agreement – FTA) ସ୍ୱାକ୍ଷରିତ ହୋଇଛି । ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଆଲୋଚନା ଶେଷରେ ସଫଳତାର ସହିତ ସମାପ୍ତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚୁକ୍ତିକୁ “ମଦର ଅଫ୍ ଅଲ୍ ଡିଲ୍” ବୋଲି ଅଭିହିତ କରି ଏହାକୁ ସ୍ୱାଗତ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଚୁକ୍ତି ଭାରତ ଓ ୟୁରୋପର ଲୋକମାନଙ୍କ ପାଇଁ ନୂଆ ସୁଯୋଗ, ନୂଆ ଚାକିରି ଓ ନୂଆ ନିବେଶର ଦ୍ୱାର ଖୋଲିବ । ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବର୍ତ୍ତମାନ ପ୍ରାୟ ୧୩୬ ବିଲିୟନ ଡଲାରର ବ୍ୟବସାୟ ଚାଲିଛି ।…

Read More