Author: TRUPTIMAYEE SAHOO

ସୁନ୍ଦର ଦେଖାଯିବାକୁ କିଏ ନ ଚାହେଁ ? ଖାସ୍ କରି ଝିଅମାନେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ପାର୍ଲର ଯିବାଠାରୁ ଆରମ୍ଭ କରି ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି । କିନ୍ତୁ ଆଜିର ସମୟରେ କେବଳ ଝିଅମାନେ ନୁହେଁ ପୁଅମାନେ ମଧ୍ୟ ନିଜର ଲୁକ୍ସ ଓ ତ୍ୱଚା ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ଚେହେରାକୁ ଉଜ୍ଜଳ ଓ ଦାଗହୀନ ରଖିବା ପାଇଁ ଲୋକେ ମହଙ୍ଗା କ୍ରିମ୍, ଫେସ୍ ପ୍ୟାକ୍ ଏବଂ ପାର୍ଲର ଟ୍ରିଟମେଣ୍ଟର ସାହାରା ନେଉଛନ୍ତି । କିନ୍ତୁ ଏସବୁ ରାସାୟନିକ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଆରମ୍ଭରେ ଚମକ ଆସିଥାଏ, ହେଲେ କିଛି ଦିନ ପରେ ତ୍ୱଚା ଶୁଷ୍କ, ମଳିନ ଓ ନଷ୍ଟ ହୋଇଯାଏ । ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ତେବେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଆପଣଙ୍କ ରୋଷେଇ…

Read More