Author: TRUPTIMAYEE SAHOO

ସରକାରୀ ଚାକିରି ନେବାର ଆକାଙ୍କ୍ଷା ରଖୁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ଆସିଛି। ଦିଲ୍ଲୀ ଷ୍ଟେଟ୍ ହେଲଥ୍ ମିଶନ ଆଗାମୀ ୨୦୦ ଫାର୍ମାସିଷ୍ଟ ପଦବୀ ପାଇଁ ନିଯୁକ୍ତି ଆହ୍ୱାନ କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଯାହା ଅନଲାଇନ୍ ମାଧ୍ୟମରେ ଆବେଦନ କରାଯାଉଛି। ମନୋନୀତ ପ୍ରାର୍ଥୀମାନେ ଦିଲ୍ଲୀରେ ନିଯୁକ୍ତ ହେବେ ଏବଂ ପ୍ରାର୍ଥୀଙ୍କ ଦରମା ମାସିକ ୩୨,୬୦୦ ଟଙ୍କା ରହିବ। ପଦବୀ ବିବରଣୀ: ଜେନେରାଲ: ୩୮ OBC: ୬୯ SC: ୪୧ ST: ୩୨ EWS: ୨୦ ଆବେଦନ ତାରିଖ: ଫେବୃଆରୀ ୭ ପର୍ଯ୍ୟନ୍ତ ବୟସ ସୀମା: ଏହି ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୩୦ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ ହୋଇଛି। ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀଙ୍କୁ ଏକ ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଦରକାର। ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମେଷ୍ଟ୍ରି ଏବଂ ବାୟୋଲୋଜି ଭିଷୟରେ…

Read More