Author: TRUPTIMAYEE SAHOO

ବାଂଲାଦେଶ କ୍ରିକେଟ ଫ୍ୟାନ୍ ଙ୍କ ପାଇଁ ଖୁସିର ଖବର ଆସିଛି। ଦେଶର ମହିଳା କ୍ରିକେଟ ଟିମ୍ ଏହି ବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ କ୍ୱାଲିଫାଏ କରିଛି । ଏହା ବାଂଲାଦେଶ କ୍ରିକେଟ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ, କାରଣ ପୁରୁଷ ଟିମ ପୂର୍ବରୁ ବିଶ୍ୱକପରୁ ବାଦ ପଡ଼ିଥିଲେ କ୍ବାଲିଫାଇଂ ମ୍ୟାଚରେ ବାଂଲାଦେଶ ଟିମ ସୁପର-୬ରେ ଥାଇଲାଣ୍ଡଙ୍କୁ ୩୯ ରନରେ ପରାଜିତ କରିଛି। ଏହି ଜିତ ବାଂଲାଦେଶର ପାଇଁ ଏକ ବଡ଼ ମନୋବଳ ହିସାବରେ ଆସିଛି, ବୋର୍ଡ ଏବଂ ଫ୍ୟାନ୍ମାନେ ଏହି ସଫଳତାରେ ଖୁବ ଖୁସି ମାନିଛନ୍ତି। ଗତ କିଛି ସପ୍ତାହ ଦେଶର ପୁରୁଷ ଟି-୨୦ ବିଶ୍ୱକପ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ବାଂଲାଦେଶ ପୁରୁଷ ଟିମ ଭାରତ ପରି ବଡ଼ ଦଳ ସହିତ ମୁକାବିଲା କରିପାରିନଥିଲେ, ଫଳସ୍ୱରୂପ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାହାର ହେଇଥିଲେ। ସେହି ଅବସରରେ, ସ୍କଟଲାଣ୍ଡ ଟିମ ବିଶ୍ୱକପ ପାଇଁ ଏକ ସ୍ଥାନ ମିଳିଥିଲା।…

Read More