Author: TRUPTIMAYEE SAHOO

ଆଜି ଆମେ ଆପଣଙ୍କୁ ଭାରତୀୟ ରାଜନୀତିର ଏପରି ଏକ ଘଟଣା ଶୁଣାଇବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ କଳା ଅଧ୍ୟାୟ। କଥାଟି ହେଉଛି ନୂଆଦିଲ୍ଲୀର ‘୧ ସଫଦରଜଙ୍ଗ ରୋଡ୍’ର ପ୍ରଧାନମନ୍ତ୍ରୀ ଆବାସର। ଗୋଟିଏ ନିସ୍ତବ୍ଧ ଅପରାହ୍ନ। ଇନ୍ଦିରା ଗାନ୍ଧୀଙ୍କ ଶୋଇବା ଘର ବା ବେଡ୍‌ରୁମ୍‌ ଭିତରକୁ ଜଣେ ମୌଲାନା ପ୍ରବେଶ କରୁଛନ୍ତି। ଛାତର ସିଲିଂରେ ସେ ଏକ ବିଶେଷ ତାବିଜ୍ ବାନ୍ଧୁଛନ୍ତି। ଆଉ ସେଠାରୁ ବାହାରିବା ବେଳେ ଗୋଟିଏ ଚେତାବନୀ ଦେଉଛନ୍ତି— “ନିର୍ବାଚନ ଜିତିବା ମାତ୍ରେ ହିଁ ମୋତେ ତୁରନ୍ତ ଡାକିବେ।” ନିର୍ବାଚନ ହେଲା, କଂଗ୍ରେସ ପ୍ରଚଣ୍ଡ ବହୁମତରେ ବିଜୟୀ ହୋଇ କ୍ଷମତାକୁ ଫେରିଲା। କିନ୍ତୁ କ୍ଷମତାର ନିଶାରେ ଇନ୍ଦିରା ଗାନ୍ଧୀ ସେହି ମୌଲାନା ଓ ତାଙ୍କ ତାବିଜ୍ କଥା ସମ୍ପୂର୍ଣ୍ଣ ଭୁଲିଗଲେ।…

Read More