Author: TRUPTIMAYEE SAHOO

ଫେବୃଆରୀ ମାସର ପ୍ରଥମ ଦିନରେ ଗ୍ରହମାଣ୍ଡଳରେ ଏକ ଦୁର୍ଲଭ ଏବଂ ବିଶେଷ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଏହି ଦିନ ଶୁକ୍ର ଏବଂ ଶନି ଗ୍ରହ ୪୦ ଡିଗ୍ରୀ ଦୂରତାରେ ଅବସ୍ଥିତ ହୋଇ ‘ଚାଳିଶା ଯୋଗ’ ସୃଷ୍ଟି କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଓ ଶନି ପରସ୍ପରଙ୍କୁ ବନ୍ଧୁ ଗ୍ରହ ଭାବରେ ଗଣାଯାନ୍ତି। ଏହି କାରଣରୁ ଏହି ଯୋଗ ଅନେକ ରାଶି ପାଇଁ ଶୁଭ ଫଳ ଆଣିପାରେ। କିନ୍ତୁ କିଛି ରାଶି ଉପରେ ଏହାର ପ୍ରଭାବ ଚ୍ୟାଲେଞ୍ଜିଂ ଓ ସତର୍କତାମୂଳକ ରହିପାରେ। ଜ୍ୟୋତିଷୀମାନଙ୍କ ମତ ଅନୁଯାୟୀ, ଏହି ଯୋଗର ପ୍ରଭାବ ବିଶେଷ କରି ମେଷ, ସିଂହ ଏବଂ ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ସାବଧାନତା ଆବଶ୍ୟକ କରାଏ। ମେଷ ରାଶି ମେଷ ରାଶି ପାଇଁ ଏହି ଚାଳିଶା ଯୋଗ ଦ୍ୱାଦଶ ଘରେ ଗଠିତ ହେଉଛି, ଯାହା ଖର୍ଚ୍ଚ, କ୍ଷତି ଓ ବ୍ୟୟ ସହିତ ସଂପୃକ୍ତ। ଏହି ସମୟରେ ଆର୍ଥିକ ମାମଲାରେ…

Read More