Author: TRUPTIMAYEE SAHOO

ଲଗାତାର ଭାବେ ରକେଟ ବେଗରେ ବଢ଼ି ଗ୍ରାହକଙ୍କୁ ଆତଙ୍କିତ କରୁଥିବା ସୁନା ଓ ରୁପା ଦରରେ ଆଜି ସାମାନ୍ୟ ବ୍ରେକ୍ ଲାଗିଛି। ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ସୁନା ଓ ରୁପା ମୂଲ୍ୟରେ ଏକାସାଥିରେ ହ୍ରାସ ଦେଖାଦେଇଛି। ବଜାର ସୂଚନା ଅନୁଯାୟୀ, ସୁନା ଓ ରୁପା ଉପରେ ପ୍ରାୟ ୬ ପ୍ରତିଶତ ଦର କମିଛି, ଯାହା ଗ୍ରାହକଙ୍କ ପାଇଁ କିଛି ପରିମାଣରେ ଆଶ୍ୱାସନ ଆଣିଛି । ଆଜି ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧୦ ହଜାର ୫୦୦ ଟଙ୍କା କମି ଯାଇଛି । ଏହା ସହିତ ସୁନାର ନୂଆ ଦର ୧ ଲକ୍ଷ ୫୬ ହଜାର ଟଙ୍କା ରହିଛି । ସେହିପରି ରୁପା ଦରରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି । ରୁପା ମୂଲ୍ୟ ପ୍ରାୟ ୨୩ ହଜାର ଟଙ୍କା କମିଛି ବୋଲି ବଜାର ରିପୋର୍ଟ କହୁଛି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମାତ୍ର ଗୋଟିଏ ଦିନ ମଧ୍ୟରେ ସୁନା…

Read More