Author: TRUPTIMAYEE SAHOO

ବିଶ୍ୱ ରାଜନୀତିରେ ଭାରତ ଏବେ ଆଉ କେବଳ ଏକ ‘ଦର୍ଶକ’ ହୋଇ ରହିନାହିଁ, ବରଂ ନିଜ ସର୍ତ୍ତରେ ଖେଳ ଖେଳୁଥିବା ଏକ ‘ଗ୍ଲୋବାଲ୍ ପାୱାର୍’। ଯେତେବେଳେ ଚୀନ ସୀମାରେ ଲାଲ୍ ଆଖି ଦେଖାଏ, ସେତେବେଳେ ନୂଆଦିଲ୍ଲୀ ଚୁପ୍ ରହେନାହିଁ। ଯେତେବେଳେ ପାକିସ୍ତାନ ଆତଙ୍କବାଦର ଷଡ଼ଯନ୍ତ୍ର ରଚେ, ସେତେବେଳେ ସେମାନଙ୍କ ଘରେ ପଶି ଜବାବ ଦେବାକୁ ଭାରତ ପଛଘୁଞ୍ଚା ଦିଏନାହିଁ। ଏବଂ ଯେତେବେଳେ ପାଶ୍ଚାତ୍ୟ ଦେଶ କିମ୍ବା ଆମେରିକା-କାନାଡ଼ା ଭାରତକୁ ମାନବାଧିକାର କିମ୍ବା କୂଟନୀତିର ପାଠ ପଢ଼ାଇବାକୁ ଚେଷ୍ଟା କରନ୍ତି, ସେତେବେଳେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କରଙ୍କ ଗୋଟିଏ କଡ଼ା ଜବାବ ସମଗ୍ର ବିଶ୍ୱର ମୁହଁ ବନ୍ଦ କରିଦିଏ। କିନ୍ତୁ ପ୍ରଶ୍ନ ଉଠୁଛି— ଏହି ପରିବର୍ତ୍ତନ କିପରି ଆସିଲା? ଭାରତର ଏହି ନିର୍ଭୀକ ‘India First’ ବା ‘ରାଷ୍ଟ୍ର ପ୍ରଥମ’ ନୀତି ପଛରେ କାହାର ମସ୍ତିଷ୍କ ରହିଛି? ଜୟଶଙ୍କର, ଅଜିତ ଡୋଭାଲ, ରାଜନାଥ ସିଂହ ଏବଂ ଅମିତ ଶାହାଙ୍କ ଏହି ଚତୁର୍ମୁଖୀ…

Read More