Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟ ୩୦,୨୯୦କୋଟି ମୂଲ୍ୟର ପ୍ରମୁଖ ବିକାଶମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ଏହି ପଦକ୍ଷେପଗୁଡ଼ିକ ବିମାନ ଟର୍ବାଇନ୍ ଇନ୍ଧନ (ATF), ବାଣିଜ୍ୟିକ ଯାନବାହାନର ପ୍ରତିସ୍ଥାପନ ଏବଂ ରାଜପଥ ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦିଏ । ସରକାର ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପାଇଁ ୧୦,୦୦୦କୋଟିର ଏକକାଳୀନ ବଜେଟ୍ ସହାୟତାକୁ ଅନୁମୋଦନ କରିଛନ୍ତି , ଯାହା ଦ୍ୱାରା ସେମାନେ ସେମାନଙ୍କର ଘରୋଇ ଏବଂ ଆନ୍ତର୍ଜାତୀୟ କାର୍ଯ୍ୟରେ ସୂଚୀବଦ୍ଧ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ATF ମୂଲ୍ୟ ସ୍ଥିର କରିବାରେ ସହାୟତା କରିପାରିବେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ,ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ‘ଅନୁଦାନ ଦାବି’ ମାଧ୍ୟମରେ ଏହି ବଜେଟ୍ ସହାୟତା ସୁଧମୁକ୍ତ ଅଗ୍ରିମ ଭାବରେ OMCs କୁ ପ୍ରଦାନ କରାଯିବ। ପଶ୍ଚିମ ଏସିଆରେ ସଙ୍କଟ ଯୋଗୁଁ ଇନ୍ଧନ ମୂଲ୍ୟରେ ଗମ୍ଭୀର ଅସ୍ଥିରତାର ବର୍ତ୍ତମାନ ପର୍ଯ୍ୟାୟ ମଧ୍ୟରେ ବିମାନ…

Read More