Author: TRUPTIMAYEE SAHOO

ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ନିକଟ ଭବିଷ୍ୟତରେ ସୁନା କ୍ରୟ କରିବାର ଚିନ୍ତା ଅଛି, ତେବେ ପ୍ରଥମେ ଆଜିର ସୁନା ଦର ଜାଣିନେବା ଆବଶ୍ୟକ । ଭାରତୀୟ ବଜାରରେ ଆଜି ସୁନା ମୂଲ୍ୟ ଉଚ୍ଚ ସ୍ତରରେ ରହିଥିବା ଦେଖାଯାଇଛି । ବିଶେଷକରି ବିବାହ ଋତୁ ଓ ପର୍ବପର୍ବାଣି ନିକଟ ଆସୁଥିବାରୁ ସୁନା ଉପରେ ଗ୍ରାହକଙ୍କ ଚାହିଦା ବଢ଼ିଛି, ଯାହାର ସିଧା ପ୍ରଭାବ ମୂଲ୍ୟ ଉପରେ ପଡ଼ୁଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ଦର ୧,୪୧,୫୫୦ ଟଙ୍କାକୁ ପହଞ୍ଚିଛି । ସୁନା ଦରରେ ଏହି ବୃଦ୍ଧି ନିବେଶକ ଓ ସାଧାରଣ ଗ୍ରାହକ ଉଭୟଙ୍କୁ ପ୍ରଭାବିତ କରୁଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର ପ୍ରାୟ ଜାତୀୟ ସ୍ତର ସହ ସମାନ ରହିଛି। ଏଠାରେ…

Read More