Author: TRUPTIMAYEE SAHOO

ସାତ ବର୍ଷ ପର୍ଯ୍ୟନ୍ତ ଶାସ୍ତି ଯୋଗ୍ୟ ଅପରାଧରେ ଅଗ୍ରିମ ସୂଚନାକୁ ବାଧ୍ୟତାମୂଳକ କରି ସୁପ୍ରିମ୍ କୋର୍ଟ ଦେଲେ କ’ଣ ସନ୍ଦେଶ ? ଆଇନ, ଭୟ ଓ ସ୍ୱାଧୀନତାର ସୀମାରେ ଦାଉ । ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ “ଗିରଫ” ଶବ୍ଦଟି କେବଳ ଏକ ପ୍ରକ୍ରିୟା ନୁହେଁ — ଏହା ଭୟ, ଅପମାନ, ସାମାଜିକ ଲାଞ୍ଛନା ଓ ଅନେକ ସମୟରେ ଅନାବଶ୍ୟକ  ପର୍ଯ୍ୟାୟ ହୋଇ ଉଠିଛି । ଏହି ପରିପ୍ରେକ୍ଷିତରେ ସାତ ବର୍ଷ ପର୍ଯ୍ୟନ୍ତ ଶାସ୍ତିଯୋଗ୍ୟ ଅପରାଧରେ ଗିରଫ ପୂର୍ବରୁ ଅଗ୍ରିମ ସୂଚନା ଦେବାକୁ ବାଧ୍ୟତାମୂଳକ କରିଥିବା ସମ୍ପ୍ରତିକ ନିର୍ଦ୍ଦେଶ କେବଳ ଆଇନ ସ୍ପଷ୍ଟତା ନୁହେଁ, ଏହା ଏକ ନାଗରିକ କେନ୍ଦ୍ରିକ ନ୍ୟାୟ ଦର୍ଶନର ଘୋଷଣା । ଏହି ନିର୍ଦ୍ଦେଶ ଦ୍ୱାରା Supreme Court of India ସ୍ପଷ୍ଟ କରିଦେଲେ—ଗିରଫ ନିୟମ ନୁହେଁ, ଅପବାଦ  ଏବଂ ସ୍ୱାଧୀନତା ହେଉଛି ମୌଳିକ ନୀତି । ରାୟର ମୂଳ ଅର୍ଥ: “ଗିରଫ” ପୂର୍ବରୁ “ବିଚାର” …

Read More