Author: TRUPTIMAYEE SAHOO

ଦୁଇ ଦିନ ଧରି ଦର କମିବା ପରେ ପୁଣି ଥରେ ସୁନା ଓ ରୁପା ବଜାର ଗରମ ହୋଇ ଉଠିଛି । ଲଗାତାର ଦୁଇ ଦିନ ଧରି ଉଭୟ ସୁନା ଓ ରୁପାର ଦର ବୃଦ୍ଧି ପାଇବା ସହିତ ଗ୍ରାହକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଦିନକ ମଧ୍ୟରେ ସୁନା ଦର ୨,୮୯୦ ଟଙ୍କା ଏବଂ ରୁପା ଦର ୫,୦୦୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହି ଅଚାନକ ଦରବୃଦ୍ଧି ଗହଣା ବଜାର ଓ ବିନିଯୋଗକାରୀମାନଙ୍କ ଉପରେ ସିଧା ପ୍ରଭାବ ପକାଇଛି। ବର୍ତ୍ତମାନ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୬୦୦ ଟଙ୍କାରେ ପହଞ୍ଚିଛି । ଗତ ଦିନ ତୁଳନାରେ ୨୪ କ୍ୟାରେଟ୍ ସୁନା ଦର ୨,୮୯୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨,୬୫୦ ଟଙ୍କା ବଢ଼ି…

Read More