Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ‘ବନ୍ଦେ ମାତରମ୍’ କେବଳ ଏକ ରାଷ୍ଟ୍ରୀୟ ଗୀତ ନୁହେଁ, ବରଂ ଏହା ଭାବନା, ବଳିଦାନ ଏବଂ ଦେଶଭକ୍ତିର ଏକ ପ୍ରତୀକ। ସ୍ୱାଧୀନତା ଆନ୍ଦୋଳନର ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଗୀତକୁ ନେଇ ଦେଶରେ ଅନେକ ଥର ରାଜନୈତିକ ଝଡ଼ ଉଠିଛି। କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା କେବଳ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ; ବରଂ ଏହା ‘ଇଣ୍ଡିଆ’ (INDIA) ମେଣ୍ଟର ଭିତରର କଳା ମନୋଭାବକୁ ପଦାରେ ପକାଇ ଦେଇଛି। କଥାଟି ହେଉଛି ଜମ୍ମୁ-କାଶ୍ମୀରରୁ। ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଆନ୍ତର୍ଜାତୀକ ଚଳଚ୍ଚିତ୍ର ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ଏହାର ସମସ୍ତ ଛନ୍ଦ ବା ସମ୍ପୂର୍ଣ୍ଣ ରୂପରେ (Full Version) ଗାନ କରାଯାଇଥିଲା। ସବୁଠାରୁ ବଡ଼ କଥା ହେଲା, ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିଲେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ତଥାନ୍ୟାସନାଲ କନଫରେନ୍ସ (NC) ର ପ୍ରମୁଖ ନେତା…

Read More