Author: TRUPTIMAYEE SAHOO

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେ ୨୬ ତାରିଖରେ ରାଜସ୍ଥାନର ବିକାନେରରେ ଥିବା ସାଞ୍ଚୁ ବର୍ଡର ଆଉଟପୋଷ୍ଟ (BOP) ପରିଦର୍ଶନ କରିଥିଲେ ; ଯାହା ପାକିସ୍ତାନ ସୀମାରେ ଅବସ୍ଥିତ । ଏହା ପରେ, ମେ ୨୯ ତାରିଖରେ ସେ ଗୁଜୁରାଟର ଭୁଜରେ ପାକିସ୍ତାନ ସୀମା ନିକଟରେ ଥିବା ‘ହାରାମି ନାଲା’ ଅଞ୍ଚଳ ପରିଦର୍ଶନ କରିଥିଲେ । ଶୁକ୍ରବାର ଦିନ ସେ ବାଂଲାଦେଶ ସୀମାରେ ଅବସ୍ଥିତ ତ୍ରିପୁରାର ଲଙ୍କାମୁରା BOP ପରିଦର୍ଶନ କରିଥିଲେ । ତ୍ରିପୁରାରେ ବାଂଲାଦେଶ ସୀମାର ତିନି ପାର୍ଶ୍ୱରେ ବାଂଲାଦେଶ ଦ୍ୱାରା ଘେରି ରହିଥିବା ଏକ ରାଜ୍ୟ । ତାଙ୍କ ଗସ୍ତକୁ ପାକିସ୍ତାନ ଏବଂ ବାଂଲାଦେଶ ଉଭୟ ସହିତ ଦେଶର ସୀମା ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗୃହମନ୍ତ୍ରୀ ନିଜେ ବିଭିନ୍ନ ସୀମା ଦେଇ ଅନୁପ୍ରବେଶ, ଡ୍ରୋନ୍, ନିଶାଦ୍ରବ୍ୟ ଏବଂ ମାନବ ଚାଲାଣ ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜକୁ ସ୍ୱୀକାର କରି କହିଛନ୍ତି ଯେ ,ଏହି ସମସ୍ୟାଗୁଡ଼ିକୁ…

Read More