Author: TRUPTIMAYEE SAHOO

କଳ୍ପନା କରନ୍ତୁ ଏପରି ଏକ ଯୁଦ୍ଧବିମାନ, ଯାହା ଶତ୍ରୁର ସବୁଠାରୁ ଆଧୁନିକ ରାଡାର୍ ଆଖିରେ ଧୂଳି ଦେଇ ପବନ ବେଗରେ ସୀମା ଭିତରକୁ ପଶିଯିବ। ଲକ୍ଷ୍ୟଭେଦ କରି ନିମିଷକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯିବ, କିନ୍ତୁ ଶତ୍ରୁ ପକ୍ଷ ଜାଣିବା ବେଳକୁ ସବୁକିଛି ଧ୍ୱଂସ ହୋଇସାରିଥିବ। ଏହା କୌଣସି ବିଜ୍ଞାନ କାହାଣୀ ନୁହେଁ, ଏହା ହେଉଛି ପଞ୍ଚମ ପିଢ଼ି ବା Fifth Generation Stealth Fighter Jetର ପ୍ରକୃତ କ୍ଷମତା। ଆଉ ବର୍ତ୍ତମାନ ଏହି କ୍ଷେତ୍ରରୁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସୁଛି। ଭାରତ ଏବଂ ରୁଷିଆ ମଧ୍ୟରେ ଆକାଶର ସବୁଠାରୁ ଘାତକ ଲଢୁଆ ବିମାନ ‘ସୁଖୋଇ-୫୭’କୁ ନେଇ ଭିତିରି ଆଲୋଚନା ତୀବ୍ର ହୋଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରବକ୍ତା ଦିମିତ୍ରୀ ପେସକୋଭ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତକୁ ଏହି ଷ୍ଟିଲ୍‌ଥ୍ ଯୁଦ୍ଧବିମାନ ଯୋଗାଇବା ଏବଂ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଭାରତ ସହ ବାଣ୍ଟିବା ଏବେ…

Read More