Author: TRUPTIMAYEE SAHOO

ପୂର୍ବରୁ ପାଣି ପାଇବାକୁ ହଇରାଣ ହେଉଥିବା ପାକିସ୍ତାନ ପାଇଁ ଏବେ ବୁନ୍ଦାଏ ପାଣି କୁ ବି କାଠିକର ପାଠ କରିଛି ଭାରତ । ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ‘ସ୍ଥଗିତ’ ରହିବ ବୋଲି ପୁନର୍ବାର କହିଛି ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଚୁକ୍ତିନାମା ସମ୍ପର୍କରେ ଏହାର ସ୍ଥିତି ସ୍ପଷ୍ଟ କରିଛନ୍ତି । ପହଲଗାମ ଆକ୍ରମଣ ପରଠାରୁ ପାଣି ବନ୍ଦ Weekly Media Briefing by the Official Spokesperson (June 05, 2026) https://t.co/N1OBANKyfA — Randhir Jaiswal (@MEAIndia) June 5, 2026 ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ୧୯୬୦ ଜଳ ବଣ୍ଟନ ଚୁକ୍ତିନାମାକୁ ସ୍ଥଗିତ ରଖାଯାଇଛି । ମେ ୨୦୨୫ରେ ସାମରିକ ଅଭିଯାନ ‘ଅପରେସନ୍ ସିନ୍ଦୁର’ ଆରମ୍ଭ…

Read More