Author: TRUPTIMAYEE SAHOO

ପାଖେଇ ଆସୁଛି ପବିତ୍ର ମହାଶିବରାତ୍ରୀ । ଭଗବାନ ଶିବଙ୍କ କୃପା ଲାଭ ପାଇଁ ପାଳିତ ଏହି ପର୍ବ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ପବିତ୍ର ଦିନ ଭାବେ ପରିଚିତ । ଚଳିତ ବର୍ଷ ମହାଶିବରାତ୍ରୀ ୧୫ ଫେବୃଆରୀ, ରବିବାର ଦିନ ପାଳିତ ହେବ । ଏହି ଦିନ ଭକ୍ତମାନେ ଉପବାସ ରହି, ଫଳମୂଳ ଭୋଜନ କରିବା ସହ ଶିବଲିଙ୍ଗରେ ଜଳ ଓ ବିଲ୍ୱପତ୍ର ଅର୍ପଣ କରନ୍ତି । ଅନେକ ଶ୍ରଦ୍ଧାଳୁ ସାରା ରାତି ଜାଗି ରହି ଭଗବାନ ଶିବଙ୍କ ଅଭିଷେକ ଓ ମନ୍ତ୍ରୋଚ୍ଚାରଣ କରିଥାଆନ୍ତି । ଏହି ବର୍ଷର ମହାଶିବରାତ୍ରୀ କେବଳ ଧାର୍ମିକ ନୁହେଁ, ଜ୍ୟୋତିଷ ଦୃଷ୍ଟିକୋଣରୁ ମଧ୍ୟ ବିଶେଷ ଗୁରୁତ୍ୱ ରଖିଛି । ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଏହି ଦିନ ତିନୋଟି ଗ୍ରହ ସ୍ଥିତି ପରିବର୍ତ୍ତନ କରିବେ । ମଙ୍ଗଳ ଧନିଷ୍ଠା ନକ୍ଷେତ୍ରରେ ପ୍ରବେଶ କରିବେ, ଚନ୍ଦ୍ର ମକର ରାଶିରେ ଅବସ୍ଥିତ ରହିବେ ଓ ବୁଧ ରାତିରେ ପୂର୍ବ…

Read More