Author: TRUPTIMAYEE SAHOO

ଏହି ବର୍ଷ ମହାଶିବରାତ୍ରୀ  ପରଦିନ ଫେବୃଆରୀ ୧୬ ତାରିଖରେ ଉପବାସ ଭଙ୍ଗ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ  ମହାଶିବରାତ୍ରି ବିଶେଷ ମହତ୍ତ୍ୱ ଧାରଣ କରିଛି। କାରଣ ଫେବୃଆରୀ ୧୬ରେ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିବେ, ଯେଉଁଠାରେ ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ପ୍ରାୟ ୧୮ ମାସ ପରେ ମକରରେ ମଙ୍ଗଳଙ୍କ ଉପସ୍ଥିତି ଏବଂ ଚନ୍ଦ୍ରଙ୍କ ସଂଯୋଗ ଏକ ଶୁଭ ସଂଯୋଗ ତିଆରି କରୁଛି, ଯାହାକୁ ଜ୍ୟୋତିଷୀମାନେ “ମହାଲକ୍ଷ୍ମୀ ରାଜଯୋଗ” ଭାବେ ବର୍ଣ୍ଣନା କରୁଛନ୍ତି। ଏହି ରାଜଯୋଗ ଧନ, ପ୍ରଗତି ଓ ସମୃଦ୍ଧି ସହିତ ସମ୍ପୃକ୍ତ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ମତାନୁସାରେ, ଏହି ବିଶେଷ ସଂଯୋଗ କିଛି ରାଶିର ଜୀବନରେ ନୂତନ ସୁଯୋଗ ଏବଂ ସଫଳତାର ଦ୍ୱାର ଖୋଲିପାରେ। ବିଶେଷତଃ ମେଷ, ବୃଷ ଏବଂ ମକର ରାଶିରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ। ମେଷ ରାଶି ପାଇଁ ଉନ୍ନତିର ସଙ୍କେତ ମେଷ ରାଶିର ଜନ୍ମଜାତକମାନଙ୍କ ପାଇଁ ଏହି…

Read More