Author: TRUPTIMAYEE SAHOO

ପିଜୁଳି କେବଳ ଏକ ସାଧାରଣ ଫଳ ନୁହେଁ ବରଂ ଏକ ସୁପରଫୁଡ୍ ଭାବରେ ପରିଚିତ । ଏଥିରେ ଭିଟାମିନ୍ C ଡାଏଟାରୀ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଟାସିୟମ, ଭିଟାମିନ୍ A ସହିତ ଅନ୍ୟାନ୍ୟ ଆବଶ୍ୟକ ମିନେରାଲ୍ ବି ଥାଏ। ଏହି ଫଳ ହୃଦୟ ସ୍ୱାସ୍ଥ୍ୟ, ପାଚନ ସମ୍ପ୍ରଣାଳୀ, ଗ୍ଲୋଇଂ ସ୍କିନ୍ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ଖାଦ୍ୟ ବିଶେଷଜ୍ଞମାନେ ପିଜୁଳିକୁ ଏକ ସୁସ୍ଥ ଫଳ ମଧ୍ୟ ବିବେଚନା କରନ୍ତି । ପିଜୁଳିର ମୁଖ୍ୟ ସ୍ୱାସ୍ଥ୍ୟ ଉପକାରିତା ମଧ୍ୟରେ ହୃଦୟ ସୁସ୍ଥ ରଖିବା ପାଚନ ଶକ୍ତି ବୃଦ୍ଧି କରିବା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ଏବଂ ଚର୍ମକୁ ଉଜ୍ଜ୍ୱଳ କରିବା ସମ୍ପ୍ରଦାନ ହେଉଛି । ଏହା ପାଚନ ସମ୍ପ୍ରଣାଳୀରେ ଫାଇବର ଯୋଗାଇଥାଏ । ତଥାପି, କିଛି ଲୋକ ପାଇଁ ପିଜୁଳି ସବୁବେଳେ ସୁବିଧାଜନକ ନହୋଇପାରେ । ଯେଉଁମାନେ ଗ୍ୟାସ୍, ଏସିଡିଟି, ପେଟ ଫୁଲିବା  ରୋଗୀ ସେମାନଙ୍କ ପାଇଁ ଅଧିକ…

Read More