Author: TRUPTIMAYEE SAHOO

ଭାରତୀୟ ରେଳବାଇର ଇତିହାସରେ ବନ୍ଦେ ଭାରତ ଟ୍ରେନ୍‌କୁ ଦେଶର ଗୌରବ, ଆଧୁନିକତା ଓ ଆତ୍ମନିର୍ଭରତାର ପ୍ରତୀକ ଭାବେ ପ୍ରଚାର କରାଯାଇଛି । ସେମି-ବୁଲେଟ୍ ଗତି, ଉଚ୍ଚ ପ୍ରଯୁକ୍ତି, ଏରୋଡାଇନାମିକ୍ ଡିଜାଇନ୍, ଆଧୁନିକ କୋଚ୍— ସବୁମିଶି ଏହାକୁ ଭାରତୀୟ ରେଳବାଇର ଫ୍ଲାଗ୍‌ଶିପ୍ ପ୍ରୋଜେକ୍ଟ କରିଛି । କିନ୍ତୁ ଏବେ ଯଦି ଦୁଇଟି ବନ୍ଦେ ଭାରତ ଟ୍ରେନ୍‌କୁ “ସବୁଦିନ ପାଇଁ” ବନ୍ଦ କରାଯାଉଛି ବୋଲି ସୂଚନା ଆସେ, ସେଥିରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବା ନିଶ୍ଚିତ। କେଉଁ ଟ୍ରେନ୍ ବନ୍ଦ ହେଉଛି? ୧୩ ଓ ୧୪ ଫେବୃଆରୀ ପରେ ନିମ୍ନଲିଖିତ ଦୁଇଟି ବନ୍ଦେ ଭାରତ ଟ୍ରେନ୍ ଶେଷ ଥର ପାଇଁ ଚାଲିବାକୁ ଥିବା ସୂଚନା ମିଳିଛି— • ୨୦୯୭୯/୮୦ – ଉଦୟପୁର ସିଟି ↔ ଜୟପୁର • ୨୦୯୮୧/୮୨ – ଉଦୟପୁର ସିଟି ↔ ଆଗ୍ରା କ୍ୟାଣ୍ଟ IRCTC ୱେବସାଇଟ୍‌ରେ ମଧ୍ୟ ୧୩-୧୪ ଫେବୃଆରୀ ପରବର୍ତ୍ତୀ ରିଜର୍ଭେସନ୍ ବନ୍ଦ ହୋଇଯାଇଥିବା ଖବର ଚର୍ଚ୍ଚାକୁ ଆହୁରି…

Read More