Author: TRUPTIMAYEE SAHOO

ଜଳେଶ୍ୱର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସରକାରୀ କାମରେ ଗାଁକୁ ସର୍ଭେ ପାଇଁ ଯାଇଥିବା ଜଣେ BLO (ବୁଥ୍ ଲେଭେଲ୍ ଅଫିସର) ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଏହି BLO ଅଧିକାରୀ ଜଳେଶ୍ୱର ଅଞ୍ଚଳର ରାଜନଗରପାଟଣା ଗାଁକୁ ସର୍ଭେ କାମରେ ଯାଇଥିଲେ । କିନ୍ତୁ ଗାଁଲୋକେ ତାଙ୍କୁ ପିଲା ଚୋର ସନ୍ଦେହରେ ଅଟକାଇ ରଖିଥିଲେ। ସୂଚନା ଅନୁସାରେ BLO ଅଧିକାରୀ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରୁଥିବାବେଳେ କିଛି ଲୋକ ତାଙ୍କ ଉପରେ ସନ୍ଦେହ କରିଥିଲେ । ଗାଁରେ ଶିଶୁ ଚୋରି ସମ୍ପର୍କିତ ଅଫବାହ ଚାଲିଥିବାରୁ ଗ୍ରାମବାସୀ ତାଙ୍କୁ ଘେରାଉ କରି ଅଟକ ରଖିଥିଲେ। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ରାଇବଣିଆ ପୋଲିସ  ଘଟଣାସ୍ଥଳକୁ ପହଞ୍ଚିଥିଲା । କିନ୍ତୁ BLO ଅଧିକାରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ।  ପରେ ପୋଲିସ…

Read More