Author: TRUPTIMAYEE SAHOO

ପାଖେଇ ଆସୁଛି ଖରାଦିନ ଯେତେବେଳେ ଦିନ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଥାଏ। ଏପରି ଦିନରେ ଶରୀରରୁ ଝାଳ ବାହାରିବା ସାଧାରଣ କଥା କିନ୍ତୁ ଏହା ସହ ଦେହରୁ ଦୁର୍ଗନ୍ଧ ବାହାରିବାରୁ ଅନେକ ଲୋକ ଲଜ୍ଜିତ ଓ ଅସୁବିଧାରେ ରହନ୍ତି। ବହୁ ସମୟରେ ଏହି ସମସ୍ୟାରେ ପରଫ୍ୟୁମ୍ ବ୍ୟବହାର କରାଯାଏ, କିନ୍ତୁ ଏହା ମାତ୍ର ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ଘରେ ଉପଲବ୍ଧ ସହଜ ଉପାୟ ଆପଣଙ୍କୁ ଦେହର ଝାଳ ଓ ଦୁର୍ଗନ୍ଧରୁ ମୁକ୍ତି ଦେଇପାରିବ। ପ୍ରଥମ ଉପାୟ ହେଉଛି ବେକିଂ ସୋଢ଼ା ଓ ଲେମ୍ବୁ । ଦୁଇ ଚାମଚ ସୋଢ଼ାରେ ୨ ବୁନ୍ଦା ଲେମ୍ବୁରସ ମିଶାଇ ଏହାକୁ କାଖରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ଥଣ୍ଡା ପାଣିରେ ଧୁଅନ୍ତୁ। ଏହା ନିୟମିତ କରିବା ଦ୍ୱାରା କଳାଦାଗ ହଟିବା ସହ କାଖ ଦୁର୍ଗନ୍ଧ ହଟିବ। ଦ୍ୱିତୀୟ ଉପାୟ ହେଉଛି ଗାଧୋଇବା ସମୟରେ ଲେମ୍ବୁରସ ମିଶାଇ ପାଣି ବ୍ୟବହାର କରିବା। ଏହା…

Read More