Author: TRUPTIMAYEE SAHOO

ଗହଣା କିଣିବା ପୂର୍ବରୁ ସୁନା ଓ ରୁପାର ମୂଲ୍ୟ ସଂପର୍କରେ ସୂଚନା ରଖିବା ଅତ୍ୟାବଶ୍ୟକ ।  ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୬୧,୬୮୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଯେଉଁଥିରେ ୨୨ କ୍ୟାରେଟ ସୁନା ୧,୪୮,୨୦୦ ଟଙ୍କାରେ ବିକ୍ରୟ ହେଉଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧,୬୧,୬୮୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୮,୨୦୦ ଟଙ୍କା ରହିଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୬୧,୬୮୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୮,୨୦୦ ଟଙ୍କା। ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୬୧,୮୩୦ ଟଙ୍କା ଓ ୨୨ କ୍ୟାରେଟ ୧,୪୮,୩୫୦ ଟଙ୍କାରେ ଉପଲବ୍ଧ ଅଛି। ଦକ୍ଷିଣଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ୧,୬୨,୭୭୦ ଟଙ୍କା ଓ ୨୨ କ୍ୟାରେଟ ୧,୪୯,୨୦୦ ଟଙ୍କା ମୂଲ୍ୟରେ ରହିଛି। ପୂର୍ବ ଭାରତର କୋଲକାତାରେ ୨୪ କ୍ୟାରେଟ ମୂଲ୍ୟ ୧,୬୧,୬୮୦ ଓ ୨୨ କ୍ୟାରେଟ ୧,୪୮,୨୦୦ ଟଙ୍କାରେ ରହିଛି।…

Read More