Author: TRUPTIMAYEE SAHOO

ବର୍ତ୍ତମାନର ଲାଇଫଷ୍ଟାଇଲ କେବଳ ସ୍ୱାସ୍ଥ୍ୟ ଉପରେ ନୁହେଁ, କେଶ ଓ ତ୍ୱଚାରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଛି । ଅଧିକ ଷ୍ଟ୍ରେସ୍,  ଧୂଳି, ରାସାୟନିକ ପ୍ରଡକ୍ଟ ଏବଂ ଅସମତୁଳିତ ଖାଦ୍ୟ ପ୍ରବୃତ୍ତି ଦ୍ୱାରା ଲୋକମାନେ କେଶ ଝଡ଼ିବା ଓ ଫାଟିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ନିୟମିତ ଭାବରେ ତେଲ ଲଗାଇ ମାଲିସ କରି ସମାଧାନ କରାଯାଇପାରେ । ପ୍ରାଚୀନ ଓ ପ୍ରାକୃତିକ ଉପାୟରେ ଏକ ପ୍ରମୁଖ ବିକଳ୍ପ ହେଉଛି ପିଆଜ ଓ କଳାଜିରା ତେଲ । କଳାଜିରା ଏବଂ ପିଆଜର ଗୁଣକାରଣରେ କେଶ ଦୃଢ଼, ଲମ୍ବା ଓ କଳା ହୋଇଥାଏ । ନିୟମିତ ଭାବରେ ଏହି ତେଲ ଲଗାଇଲେ କେଶର ସ୍ୱାସ୍ଥ୍ୟ ସୁଧାରିବା ସହିତ ଝଡ଼ିବା ଓ ଫାଟିବାର ସମସ୍ୟା କମିଯାଏ। ପିଆଜ ଓ କଳାଜିରା ତେଲ ତିଆରି ପ୍ରକ୍ରିୟା ତେଲ ପ୍ରସ୍ତୁତ କରିବା ପାଇଁ ସୋରିଷ ତେଲ କିମ୍ବା ନଡ଼ିଆ ତେଲ ବ୍ୟବହାର କରନ୍ତୁ। ଏକ…

Read More