Author: TRUPTIMAYEE SAHOO

ସାମସଙ୍ଗ ଲଭର୍ସଙ୍କ ପାଇଁ ଖୁସିର ଖବର । ସାମସଙ୍ଗ ଭାରତ ସମେତ ବିଶ୍ୱ ବଜାରରେ ତାଙ୍କର ନୂଆ Galaxy S26 ସିରିଜ୍ ଲଞ୍ଚ କରିଛି । ଏହି ସିରିଜ୍‌ରେ ତିନୋଟି ମଡେଲ୍ ଉପସ୍ଥାପିତ- Galaxy S26, Galaxy S26 Plus ଓ Galaxy S26 Ultra । ଗତବର୍ଷ ଲଞ୍ଚ ହୋଇଥିବା S25 ସିରିଜ୍ ର ଅପଗ୍ରେଡ୍ ଏବଂ ନୂଆ ଫିଚର୍ସ ସହିତ ଏହି ଫୋନ୍ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଯାଉଛି। ଡିଜାଇନ୍ ଓ ଡିସପ୍ଲେ Galaxy S26 ଓ S26 Plus ରେ ଡିଜାଇନ୍ ପୂର୍ବ ସିରିଜ୍ ସହ ସମାନ ରହିଛି କିନ୍ତୁ କ୍ୟାମେରା ମଡ୍ୟୁଲ୍ ଡିଜାଇନ୍ ଟିକେ ଭିନ୍ନ । ଉଭୟ ଫୋନରେ ଏକ ଭର୍ଟିକାଲ୍ ଆଲାଇନ୍ଡ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । Galaxy S26 ରେ ୬.୩ ଇଞ୍ଚ FHD+ Dynamic AMOLED 2X ଡିସପ୍ଲେ ଏବଂ S26 Plus ରେ ୬.୭ ଇଞ୍ଚ QHD+…

Read More