Author: TRUPTIMAYEE SAHOO

ବିଶ୍ୱ ରାଜନୀତିରେ ଏକ ବଡ଼ ଧମାକା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି ଇସ୍ରାଏଲ୍‌ରେ! କିନ୍ତୁ ଏହି ଗସ୍ତ କେବଳ ଏକ ସାଧାରଣ ବିଦେଶ ଗସ୍ତ ନୁହେଁ। ଏହା ଏମିତି ଏକ ଗସ୍ତ, ଯାହା ଶୁଣି ପାକିସ୍ତାନର ନିଦ ହଜିଗଲାଣି। ଇସ୍ରାଏଲ୍ ସଂସଦରେ ‘ମୋଦୀ-ମୋଦୀ’ ସ୍ଲୋଗାନ ଗୁଞ୍ଜରିତ ହେଉଛି। ଇରାନ ଉପରକୁ ଆମେରିକା ବନ୍ଧୁକ ଲକ୍ଷ୍ୟକରି ବସିଥିବାବେଳେ, ମୋଦୀଙ୍କ ଏହି ଇସ୍ରାଏଲ୍ ଗସ୍ତ ବିଶ୍ୱକୁ କି ସଙ୍କେତ ଦେଉଛି? ଆଉ ସବୁଠୁ ବଡ଼ କଥା – ଇସ୍ରାଏଲ୍‌ରୁ ମୋଦୀ ଏମିତି କି ‘ବ୍ରହ୍ମାସ୍ତ୍ର’ ଆଣୁଛନ୍ତି, ଯାହା ପାକିସ୍ତାନର ଡ୍ରୋନ୍‌କୁ ଖେଳନା ଭଳି ଆକାଶରେ ପୋଡ଼ି ପାଉଁଶ କରିଦେବ? ଆଜି ଏହି ସବୁ ରହସ୍ୟ ଉପରୁ ପରଦା ହଟାଇବା। ଇସ୍ରାଏଲ୍ ସଂସଦରେ ମୋଦୀଙ୍କ ଜଲୱା ସାଧାରଣତଃ ଭାରତର ସଂସଦରେ ଆପଣ ‘ମୋଦୀ-ମୋଦୀ’ ସ୍ଲୋଗାନ ଶୁଣିଥିବେ। କିନ୍ତୁ ଆଜି ଇସ୍ରାଏଲ୍ ସଂସଦ ବା ‘ନେସେଟ୍’ (Knesset)ର ଦୃଶ୍ୟ କିଛି ଅଲଗା ଥିଲା। ପ୍ରଧାନମନ୍ତ୍ରୀ…

Read More