Author: Ayesha Debnath

Scorpion Bite: ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା ଜାଣିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ବିଛା କାମୁଡ଼ିଲେ ଏହି ସମସ୍ୟାକୁ କିଭଳି ମୁକାବିଲା କରିବେ ତାହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ କେଉଁ ସଂପର୍କୀୟ ବିଛା କାମୁଡାର ଶିକାର ହେଉଛନ୍ତି ତେବେ ପ୍ରଥମେ ଏକ କପଡା ସାହଯ୍ୟରେ ବିଛା ବିନ୍ଧିଥିବା ସ୍ଥାନ ଉପରେ ଟାଇଟରେ ବାନ୍ଧି ନିଅନ୍ତୁ । ଏହାପରେ ଅପାମାର୍ଗ (ଚିଚଡି) ଚେରର ୨ ରୁ ୩ ଚାମଚ ରସକୁ ଉକ୍ତ ସ୍ଥାନରେ ପକାଇବା ଏବଂ ଉକ୍ତ ବ୍ୟକ୍ତିଙ୍କୁ ପିଇବାକୁ ଦେବା…

Read More