Author: Ayesha Debnath

Armaan Malik: ଗାୟକ ଅରମାନ ମଲ୍ଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗାୟକ ଅରମାନ ମଲ୍ଲିକ ତାଙ୍କ ଗର୍ଲଫ୍ରେଣ୍ଡ ଆଶ୍ନା ଶ୍ରଫଙ୍କୁ ବିବାହ କରିଛନ୍ତି । ବିବାହ ପରେ ଅରମାନ ମୁମ୍ବାଇରେ ଏକ ରିସେପ୍ସନ୍ ର ଆୟୋଜନ କରିଥିଲେ। ଡିସେମ୍ବର ୨୮ତାରିଖରେ ମହାବଳେଶ୍ୱରରେ ତାଙ୍କର ବିବାହ ହୋଇଥିଲା। ଏବେ ଏହି ଦମ୍ପତି ମୁମ୍ବାଇରେ ଏକ ରିସେପ୍ସନ୍ ର ଆୟୋଜନ କରିଛନ୍ତି। ଅରମାନ ମଲ୍ଲିକ ଏବଂ ଆଶ୍ନାଙ୍କ ବିବାହ ରିସେପ୍ସନ ବହୁତ ଭବ୍ୟ ଥିଲା । ଯେଉଁଥିରେ ବଲିଉଡ଼ର ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ । ବିବାହର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅରମାନ ଏବଂ ଆଶ୍ନାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ । ଅରମାନ ଏବଂ ଆଶ୍ନା ମଧ୍ୟ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ। ଅରମାନ ଆଶ୍କାଙ୍କ ସହ ରୋମାଣ୍ଟିକ ପୋଜ ମଧ୍ୟ ଦେଇଥିଲେ । ଅରମାନ୍ ଙ୍କ ଲୁକ୍…

Read More