Author: Ayesha Debnath

କାର୍ତ୍ତିକ ଆର୍ୟନ୍ ବର୍ତ୍ତମାନ ତାଙ୍କର ଅପ କମିଙ୍ଗ ଫିଲ୍ମ ‘ନାଗଜିଲା’ ପାଇଁ ପ୍ରସ୍ଥୁତି କରୁଛନ୍ତି। ଯାହାର ସୂଚନା ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି ଏବଂ ଲେଖିଛନ୍ତି, “ବହୁତ ଦେଖିଲେ ମଣିଷ ଚଳଚ୍ଚିତ୍ର, ଏବେ ଦେଖନ୍ତୁ ନାଗମାନଙ୍କ ସହିତ ଜଡ଼ିତ ଚଳଚିତ୍ର।” କାର୍ତ୍ତିକ ଆର୍ୟନ୍ ଖୁବ ଶୀଘ୍ର ଏକ ନୂତନ ପ୍ରକାରର ଚଳଚ୍ଚିତ୍ରରେ ଦେଖାଯିବେ । ଅକ୍ଟରଙ୍କର ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି । ଯାହା ଫ୍ୟାନ୍ସମାନଙ୍କୁ ଉତ୍ସାହିତ କରିଛି। କାର୍ତ୍ତିକ ଆର୍ୟନଙ୍କର ପରବର୍ତ୍ତୀ ଫିଲ୍ମର ଘୋଷଣା ହୋଇଗଲା । ଏହି ଫିଲ୍ମରେ କାର୍ତ୍ତିକ ଇଚ୍ଛାଧାରୀ ନାଗର ଭୂମିକାରେ ନଜର ଆସିବେ । ଚଳଚିତ୍ରର ପ୍ରଥମ ଦୃଶ୍ୟ ମଧ୍ୟ ଜାରି କରାଯାଇଛି ଯାହା ଦର୍ଶକମାନେକୁ ଉତ୍ସାହିତ କରିଛି। କାର୍ତ୍ତିକ ଫାର୍ଷ୍ଟ ଲୁକ୍ ସେୟାର କରି ବେଶ୍ ଅଦ୍ଭୁତ କ୍ୟାପ୍ସନ୍ ଲେଖିଛନ୍ତି । କାର୍ତ୍ତିକ ଆର୍ୟନ୍ ଲେଖିଛନ୍ତିବହୁତ ଦେଖିଲେ ମଣିଷ ଚଳଚ୍ଚିତ୍ର, ଏବେ ଦେଖନ୍ତୁ ନାଗମାନଙ୍କ ସହିତ…

Read More