Author: Ayesha Debnath

Hina Khan: ଟିଭି-ବଲିଉଡ଼ ଅଭିନେତ୍ରୀ ହିନା ଖାନ ଦୀର୍ଘଦିନ ଧରି କ୍ୟାନସର ସହ ଲଢୁଛନ୍ତି । ଚିକିତ୍ସା ଯୋଗୁଁ ସେ ଅଧିକାଂଶ ସମୟ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାରେ ବିତାଉଛନ୍ତି । କିନ୍ତୁ ଏବେ ହିନା ଦୀର୍ଘ ଦିନର ବିରତି ପରେ ପରଦାକୁ ଫେରୁଛନ୍ତି। ନିକଟରେ ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ ହିନା ପ୍ରକାଶ କରିଛନ୍ତି ଯେ, ତାଙ୍କର ନୂଆ ସୋ’ ଆସୁଛି, ଯାହାର ଶୀର୍ଷକ ହେଉଛି ‘ଗୃହଲକ୍ଷ୍ମୀ’। କାମରୁ ବିରତି ନେବାର କାରଣ ଥିଲା ତାଙ୍କ ସ୍ୱାସ୍ଥ୍ୟ । ଇଣ୍ଡଷ୍ଟ୍ରିରେ ବଢୁଥିବା ପ୍ରତିଯୋଗିତାକୁ ନେଇ ହିନା ଚିନ୍ତା ପ୍ରକଟ କରିଛନ୍ତି । ହିନା ଖାନ କାମ କରିବାକୁ ଚାହୁଁଛନ୍ତି । ମନୋରଞ୍ଜନ ଇଣ୍ଡଷ୍ଟ୍ରିର ବାସ୍ତବତା ବିଷୟରେ କହିବା ବେଳେ ହିନା କହିଛନ୍ତି- ମୋ ପାଖରେ କୌଣସି ବିକଳ୍ପ ନଥିଲା। ମୋତେ ବିଶ୍ରାମ ନେବାକୁ ପଡ଼ିଥିଲା। କିନ୍ତୁ ମୁଁ ତୁମ ସହିତ ସହମତ, ଯେତେବେଳେ ତୁମେ ଦୃଶ୍ୟମାନ ହେଉନାହୁଁ, ଲୋକମାନେ…

Read More