Author: Ayesha Debnath

Yuzvendra Chahal and Dhanashree: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ଏବେ ଚର୍ଚ୍ଚାରେ ଅଛନ୍ତି। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଚହଲ ଏବଂ ଧନଶ୍ରୀ ଛାଡ଼ପତ୍ର ନେବାକୁ ଯାଉଛନ୍ତି । ଏସବୁ ଭିତରେ ଧନଶ୍ରୀ ନିକଟରେ ଏହି ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଖବରକୁ ଗୁଜବ ବୋଲି ଖଣ୍ଡନ କରିବା ସହ କଡ଼ା ସମାଲୋଚନା କରିଛନ୍ତି। ଏବେ ଚହଲ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି। ଚହଲ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ‘ପ୍ରଶଂସକଙ୍କ ଅଦମ୍ୟ ପ୍ରେମ ଏବଂ ସମର୍ଥନ ପାଇଁ କୃତଜ୍ଞ, ଯାହା ବିନା ମୁଁ ଏଠାରେ ପହଞ୍ଚି ପାରି ନ ଥା’ନ୍ତି। କିନ୍ତୁ ଏହି ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ମୋ ଦେଶ, ମୋ ଦଳ ଏବଂ ମୋ ପ୍ରଶଂସକଙ୍କ ପାଇଁ ବୋଲିଂ କରିବାକୁ ଅନେକ ଅବିଶ୍ୱସନୀୟ ଓଭର ବାକି ଅଛି।…

Read More