Author: Ayesha Debnath

Mahakumbh 2025: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଯାଉଛି ମହାକୁମ୍ଭର ଏକ ଭବ୍ୟ ସମାରୋହ । ୨୦୨୫ ଜାନୁଆରି ୧୩ ତାରିଖରେ ପୌଷ ପୂର୍ଣ୍ଣିମା ଦିନ ମହାକୁମ୍ଭ ଆରମ୍ଭ ହୋଇ ଫେବ୍ରୁଆରି ୨୬, ୨୦୨୫ରେ ମହାଶିବରାତ୍ରୀରେ ଶେଷ ହେବ। ଜାନୁଆରୀ ୧୩ତାରିଖରେ ପ୍ରଥମ ରାଜସ୍ନାନ ମଧ୍ୟ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ, ଯେଉଁଠାରେ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥାନ୍ତି। ବିଶେଷ କରି ନାଗା ସାଧୁମାନେ ନିଜ ଜୀବନଶୈଳୀ, ପୋଷାକ ଓ ଭକ୍ତି କାରଣରୁ ମହାକୁମ୍ଭ ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ନାଗା ସାଧୁଙ୍କ ଜୀବନରେ ୧୭ଟି ଅଳଙ୍କାରର ମହତ୍ତ୍ୱ ନାଗା ସାଧୁମାନେ ହେଉଛନ୍ତି ସେମାନେ ଯେଉଁମାନେ ସଂସାରିକ ଆକର୍ଷଣରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ଭଗବାନ ଭୋଲେନାଥଙ୍କ ପୂଜାରେ ଲିପ୍ତ ଥାଆନ୍ତି । ନାଗା ସାଧୁମାନେ ସନ୍ନ୍ୟାସୀ ଜୀବନ ଯାପନ…

Read More