Author: Ayesha Debnath

Los Angeles Fire Tragedy: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଲାଗିଥିବା ନିଆଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ବ୍ୟାପିଥିବା ଏହି ନିଆଁ ଭୟଙ୍କର ହେବାରେ ଲାଗିଛି। କ୍ରମାଗତ ଭାବେ ଅଗ୍ନିକାଣ୍ଡର ପ୍ରକୋପ ବଢିବାରେ ଲାଗିଛି ଏବଂ ଏହା ୬ଟି ଜଙ୍ଗଲରେ ପହଂଚିଛି । ଏହି ଅଗ୍ନିକାଣ୍ଡ ଅନେକ ଆବାସିକ ଅଞ୍ଚଳକୁ ମଧ୍ୟ ପୋଡ଼ି ଦେଇଛି। ବର୍ତ୍ତମାନ ସୁଦ୍ଧା ଏହି ବିପର୍ଯ୍ୟୟରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧ ଲକ୍ଷ ଲୋକ ଘରୁ ବାହାରିବାକୁ ବାଧ୍ୟ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବାର ଏଭଳି ଖବର ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଛି। ଗତବର୍ଷ ଭାରତର ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ସମାନ କ୍ଷୟକ୍ଷତି ହୋଇଥିଲା। ଆଲମୋଡା ଜଙ୍ଗଲରେ ୪୧ ଦିନ ଧରି ନିଆଁ ଲାଗି ରହିଥିଲା, ଯେଉଁଥିରେ ଅନେକ ହେକ୍ଟର ଫସଲ ନଷ୍ଟ ହୋଇଯାଇଥିଲା । ଏବେ ପ୍ରଶ୍ନ…

Read More