Author: Ayesha Debnath

Benefits Of Green Onion: ସବୁଜ ପିଆଜ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହେବା ସହ ଖାଦ୍ୟର ସ୍ୱାଦ ମଧ୍ୟ ବଢାଇଥାଏ । ସବୁଜ ପିଆଜ ସାଧାରଣତଃ ପନିପରିବା, ଡାଲି ଏବଂ ସାଲାଡ ଭାବରେ ବ୍ୟବହୃତ ହୁଏ । ସବୁଜ ପିଆଜ ପୋଷକ ତତ୍ତ୍ୱର ଭଣ୍ଡାର ଅଟେ । ଏଥିରେ ଭିଟାମିନ୍-ସି, ଭିଟାମିନ୍-ଏ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା, ସବୁଜ ପିଆଜ ଖାଇବାର ଫାଇଦା । ହାଡ଼କୁ ମଜବୁତ କରେ : ସ୍ପ୍ରିଙ୍ଗ ଓନିୟନ୍ ବା ସବୁଜ ପିଆଜ ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ । କ୍ୟାଲସିୟମ୍ ଗୁଣରେ ଭରପୂର ଥିବାରୁ ଏହା ହାଡକୁ ଷ୍ଟ୍ରଙ୍ଗ୍ କରିଥାଏ । ହଜମ ପ୍ରକ୍ରିୟାରେ ସହାୟକ ହୁଏ : ସ୍ପ୍ରିଙ୍ଗ ଓନିୟନ୍ ପାଚନତନ୍ତ୍ରକୁ ସୁଧାରିବାର କାମ କରେ । ଖାଦ୍ୟ ପରେ ହଜମର ସମସ୍ୟା…

Read More