Author: Ayesha Debnath

Snake: ସାପକୁ ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ବିଷାକ୍ତ ପ୍ରାଣୀ ଭାବେ ବିବେଚନା କରାଯାଏ । ଭାରତର ଅଧିକାଂଶ ରାଜ୍ୟରେ ସାପ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି କେଉଁ ରାଜ୍ୟରେ ସବୁଠାରୁ ଅଧିକ ସାପ ଦେଖିବାକୁ ମିଳେ ? ଭାରତରେ ଅଧିକାଂଶ ପ୍ରଜାତିର ସାପ ଦେଖିବାକୁ ମିଳେ । ଏମାନଙ୍କ ମଧ୍ୟରୁ କେତେକ ସାପ ଏତେ ବିପଜ୍ଜନକ ଯେ ସେମାନଙ୍କ କାମୁଡ଼ା ମାତ୍ରେ ମଣିଷ ତୁରନ୍ତ ମରିଯାଏ। ଡବ୍ଲ୍ୟୁଏଚଓର ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୫ ନିୟୁତ ଲୋକଙ୍କୁ ସାପ କାମୁଡ଼ିଥାଏ। ଯେଉଁଥିପାଇଁ ୨.୭ ନିୟୁତ ଲୋକଙ୍କ ଶରୀରରେ ବିଷ ବ୍ୟାପିଥାଏ । ପ୍ରତିବର୍ଷ ସାପ କାମୁଡ଼ାରେ ୮୧ରୁ ୧,୩୮,୦ ମୃତ୍ୟୁ ଘଟୁଛି। ମଣିଷ ଶରୀରରେ ସାପ ବିଷ ଖୁବ୍ ଦ୍ରୁତ ଗତିରେ ବ୍ୟାପିଥାଏ। ଖାଲି ସେତିକି ନୁହେଁ, ଯଦି ବ୍ୟକ୍ତିକୁ ଠିକ୍ ସମୟରେ ଚିକିତ୍ସା ନ ମିଳେ ତେବେ ସେହି ବ୍ୟକ୍ତି ତୁରନ୍ତ ମୃତ୍ୟୁବରଣ…

Read More