Author: Ayesha Debnath

Virat Kohli: ଆଜିକାଲି ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ଖାଦ୍ୟ ନାଁରେ ଗ୍ରାହକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରାଯାଉଛି। ଏହାବ୍ୟତୀତ ଇ-କମର୍ସ ପ୍ଲାଟଫର୍ମ ମଧ୍ୟ ଲୋକଙ୍କୁ ନୂଆ ଅଫରର ପ୍ରଲୋଭନ ଦେଖାଇ ସେମାନଙ୍କ ପକେଟକୁ ହାଲୁକା କରୁଛି । ହାଇଦ୍ରାବାଦର ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟକୁ ଯାଇ ପ୍ରତାରିତ ଅନୁଭବ କରିଥିବା ଜଣେ ଛାତ୍ର ମଧ୍ୟ ସମାନ ଅନୁଭୂତି ସେୟାର କରିଛନ୍ତି। ସେ ଏହି ପୋଷ୍ଟରେ ରୋଷ୍ଟର ଏକ ଫଟୋ ମଧ୍ୟ ଯୋଡ଼ିଥିଲେ, ଯେଉଁଥିରେ ପ୍ଲେଟରେ କଟା ହୋଇ ରଖାଯାଇଥିବା ମକା ଅଛି ଯାହାକୁ ଲେମ୍ବୁ ଏବଂ ଧନିଆପତ୍ରରେ ଗାର୍ନିସିଂ କରାଯାଇଛି । ବଜାରରେ ୨୦ ରୁ ୫୦ ଟଙ୍କା ଭିତରେ ମିଳୁଥିବା ଏହି ସ୍ବିଟ୍ କର୍ଣ୍ଣ One8 Commune ରେସ୍ତୋରାଁରେ ୧୦ ରୁ ୧୨ ଗୁଣ ଅଧିକ ଦାମ୍ ରେ ବିକ୍ରି ହେଉଥିବାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହି ଫଟୋ କୁ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ…

Read More