Author: Ayesha Debnath

Pakhala Divas: ଆଜି ମାର୍ଚ୍ଚ ମାର୍ଚ୍ଚ ୨୦ । ବେଶ୍ କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ରାଜ୍ୟରେ ପଖାଳ ଦିବସ ପାଳିତ ହୋଇଆସୁଛି। ପ୍ରାୟ ସମସ୍ତଙ୍କ ଘରେ ଆଜି କଂସାଏ ପଖାଳ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୋଇଥିବ । ଘରେ ବଡ଼ ଠାରୁ ଛୋଟ ସମସ୍ତେ ଏକାଠି ହୋଇ ପଖାଳ ଖାଇ ଆଜିର ଦିନକୁ ଖୁସିର ସହ ପାଳନ କରୁଛନ୍ତି । କି ଧନୀ କି ଗରିବ, ଏହାକୁ ସମସ୍ତେ ବେଶ୍ ଆଡ଼ମ୍ବରରେ ପାଳନ କରିଥାନ୍ତି । ମାତ୍ର କିଛିଜଣ ପଖାଳପ୍ରେମୀ ଆରମ୍ଭ କରିଥିବା ଏହି ଦିବସ ଆଜି ରାଜ୍ୟବ୍ୟାପୀ ବେଶ୍ ଧୁମଧାମରେ ପାଳନ କରାଯାଉଛି । ପଖାଳ ସଭିଙ୍କର ପ୍ରିୟ ଖାଦ୍ୟ ମଧ୍ୟ ରୁ ଗୋଟିଏ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ ।…

Read More