Author: Ayesha Debnath

World House Sparrow Day: ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଘର ଚଟିଆ ମଣିଷର ସର୍ବ ପୁରାତନ ସାଥୀମାନଙ୍କ ମଧ୍ୟରୁ ଅନ୍ୟତମ । ଗାଁ ଚାଳ ଘରର ନଡ଼ା ସନ୍ଦି ହେଉ କି କାନ୍ଥ, ଅବା କୋଠାଘରର ସ୍କାଇ ଲାଇଟ୍ ବା ଇଲେକ୍ଟ୍ରୀ ପୋଲରେ କେବୁଲ୍ ବକ୍ସରେ ଘର ତୋଳି ରହିଥାଏ ଘର ଚଟିଆ । ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ସମାଜ ପାଇଁ ତା’ର ଅବଦାନ ରହିଛି। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ପାଇଁ ବାସଘର ଖୋଜୁଛି। ଘରଚଟିଆଙ୍କ ଭଳି ଏକ ଛୋଟ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ସେମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ଘରଚଟିଆ ଦିବସ’ ଭାବେ ପାଳନ କରାଯାଏ। ଘର ଚଟିଆ ସହିତ ଆମ ସମସ୍ତଙ୍କର କିଛି…

Read More