Author: Ayesha Debnath

Ravan Vadh: ସନାତନ ଧର୍ମରେ ରାମାୟଣର ଅନେକ ମହତ୍ୱ ରହିଛି। ଏହାକୁ ପଢାଯିବା ସହ ପୂଜା ମଧ୍ୟ କରାଯାଏ । ରାମାୟଣ ସହିତ ଜଡ଼ିତ ଅନେକ ରହସ୍ୟ ଅଛି ଯାହା ଅତି ରୋମାଞ୍ଚକ ଏବଂ ଗୁପ୍ତ। ଏହି ମଧ୍ୟରୁ ଗୋଟିଏ ହେଉଛି ରାମ-ରାବଣଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ରୋମାଞ୍ଚକତଥ୍ୟ। ରାବଣ ବହୁତ ପ୍ରତାପୀ ଥିଲା ଏବଂ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ ମଧ୍ୟ। ଏଥିପାଇଁ ରାବଣଙ୍କୁ ମାରିବା ସହଜ ନଥିଲା। ରାବଣଙ୍କୁ ହତ୍ୟା କରିବା ପାଇଁ ଯମ ଏକ ବାଣ ତିଆରିଥିଲେ । ଯାହାର ଆଘାତରୁ ରାବଣର ମୃତ୍ୟୁ ହେବା ନିଶ୍ଚିତ ଥିଲା। ସେଥିପାଇଁ ସେହି ବାଣକୁ ମୃତ୍ୟୁ ବାଣ କୁହାଯାଉଥିଲା। କିନ୍ତୁ ରାବଣ ଯୁଦ୍ଧ ସମୟରେ ଏକ ଚାଲାକି କରିଥିଲା ଏବଂ ସେ ମୃତ୍ୟୁ ବାଣକୁ ଚୋରି କରି ନେଇଥିଲେ । ଯାହାଦ୍ୱାରା ତାଙ୍କର ମୃତ୍ୟୁ ଅସମ୍ଭବ ହୋଇଯିବ। କିନ୍ତୁ ହନୁମାନ ରାବଣର ଚାଲାକି ଜାଣିପାରି ସେହି ବାଣକୁ…

Read More